Meaning : ଭୂଇଁ ତଳେ ରହୁଥିବା ଗଛର ସେହି ଅଂଶ ଯାହାଦ୍ୱାରା ତାହା ଜଳ ଓ ଆହାର ସଂଗ୍ରହ କରେ
Example :
ଆୟୁର୍ବେଦରେ ବହୁତ ପ୍ରକାର ମୂଳର ପ୍ରୟୋଗ ହୋଇଛି
Translation in other languages :
Meaning : ଫଳଆଦିର ଭିତରର ତନ୍ତୁ
Example :
ଏହି ଆମ୍ବଟି ସାରା ଚେର
Synonyms : ତନ୍ତୁ
Translation in other languages :
The dried fibrous part of the fruit of a plant of the genus Luffa. Used as a washing sponge or strainer.
loofa, loofah, loufah sponge, luffaMeaning : ଗଛର ଚେର
Example :
ମଜୁରିଆ ଭୂଇଁରୁ ଚେର ଖୋଳି ବାହାର କରୁଛି
Translation in other languages :
Meaning : କୌଣସି ପ୍ରାକୃତିକ ବସ୍ତୁରୁ ମିଳୁଥିବା ଲମ୍ବା ଓ ପତଳା କଠିନ ପଦାର୍ଥ
Example :
ସାକରକନ୍ଦରୁ ତନ୍ତୁ ମିଳେ
Synonyms : ତନ୍ତୁ
Translation in other languages :