Meaning : ବଳଦ ବା ଷଣ୍ଢଆଦିର କାନ୍ଧ ଉପରେ ଉଠିଥିବା କୁଜ
Example :
ବଳଦର ଚୂଳରେ ଘାଆ ହୋଇଯାଇଛି
Translation in other languages :
Something that bulges out or is protuberant or projects from its surroundings.
The gun in his pocket made an obvious bulge.Meaning : କାଠର ଯେଉଁ ପତଳା ମୁଣ୍ଡ ଅନ୍ୟ କାଠର କଣାରେ ବସାଯାଏ
Example :
ବଢ଼େଈ ନିହାଣଦ୍ୱାରା ଚୂଳକୁ ଆହୁରି ଅଧିକ ପତଳା କରୁଛି
Translation in other languages :
लकड़ी का वह पतला सिरा जिसे किसी दूसरी लकड़ी के छेद में बैठाते हैं।
बढ़ई बसूले से चूल को और अधिक पतला कर रहा है।Meaning : ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବା ବାଳ ଗୁଚ୍ଛ
Example :
ଆଜିକାଲି ଅଧିକାଂଶ ହିନ୍ଦୁ ମୁଣ୍ଡରେ ଶିଖା ରଖୁନାହାଁନ୍ତି
Translation in other languages :