Meaning : ଚକିରେ ରଖି ପେଷିବା
Example :
ତୁମେ ଏକ ଘଣ୍ଟାରେ କେତେ ଦାନା ଚୂରିପାରିବ?
Synonyms : ଗୁଣ୍ଡକରିବା, ଚୂରିବା, ଚୂର୍ଣ୍ଣକରିବା, ପେଷିବା
Translation in other languages :
Meaning : ଅଟାକଳରେ ପେଷାଯିବା
Example :
ଗହମ ପେଷାଯାଇଛି
Synonyms : ଗୁଣ୍ଡକରିବା, ଚୂରିବା, ଚୂର୍ଣ୍ଣକରିବା, ପେଷିବା
Translation in other languages :