Meaning : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
Example :
ସେ ଚୁଲିରେ ଚା’ ବସେଇଛି
Synonyms : ଖନ୍ଦା, ଚୁଲା, ରନ୍ଧନଗର୍ତ୍ତ
Translation in other languages :
Meaning : ମାଟି, ଇଟା ବା ଲୁହାଆଦିରେ ତିଆରି ହୋଇଥିବା ପାତ୍ର ଯେଉଁଥିରେ ଖାଦ୍ୟ ରନ୍ଧାଯାଏ
Example :
ମା’ ଖାଦ୍ୟ ଗରମ କରିବାପାଇଁ ଚୁଲି ଜଳାଉଛନ୍ତି
Translation in other languages :
A kitchen appliance used for cooking food.
Dinner was already on the stove.