Meaning : ମ୍ୟାଗନେଟାଇଟରୁ ପ୍ରସ୍ତୁତ ଗୋଟିଏ ସ୍ଥାୟୀପଥର
Example :
ଚୁମ୍ବକ ପଥର ଚୁମ୍ବକ ପରି ଆକର୍ଷିତ କରିବା ବା ଆକର୍ଷିତ ହେବାର କ୍ଷମତା ରହିଥାଏ
Synonyms : ଅୟସ୍କାନ୍ତ, ଚୁଂବକ ପଥର, ଚୁମ୍ବକ ପଥର
Translation in other languages :
मैगनेटाइट का बना एक स्थायी चुम्बक पत्थर।
चुंबक पत्थर में चुंबक की तरह आकर्षित करने व आकर्षित होने की क्षमता होती है।Meaning : ଯେଉଁ ପଦାର୍ଥ ଲୁହାକୁ ନିଜ ପାଖକୁ ଟାଣେ
Example :
ସେ ଚୁମ୍ବକଦ୍ୱାରା ଲୁହାର ଛୋଟ ଛୋଟ ଖଣ୍ଡଗୁଡ଼ିକୁ ଏକତ୍ର କରୁଛି
Translation in other languages :
(physics) a device that attracts iron and produces a magnetic field.
magnet