Meaning : ଚୀନ ଦେଶର ଭାଷା
Example :
ସେ ଚୀନୀ କହିପାରେ
Synonyms : ଚୀନ ଭାଷା, ଚୀନୀ ଭାଷା
Translation in other languages :
Any of the Sino-Tibetan languages spoken in China. Regarded as dialects of a single language (even though they are mutually unintelligible) because they share an ideographic writing system.
chineseMeaning : ଚୀନ ଦେଶର ନିବାସୀ
Example :
କେତେକ ଚୀନବାସୀ ମୋର ଉତ୍ତମ ସାଙ୍ଗ
Synonyms : ଚାଇନିଜ, ଚୀନ ନିବାସୀ, ଚୀନବାସୀ
Translation in other languages :
चीन देश में रहनेवाला व्यक्ति।
कई चीनी मेरे अच्छे दोस्त हैं।A native or inhabitant of Communist China or of Nationalist China.
chineseMeaning : ଚୀନ ଦେଶରେ ରହୁଥିବା ବ୍ୟକ୍ତି
Example :
ଚୀନୀ ବୈଜ୍ଞାନିକମାନଙ୍କର ଗୋଟିଏ ଦଳ କାଲି ହିଁ ଏଠାକୁ ଆସିଛି
Meaning : ଚୀନୀ ଭାଷା ସଂବନ୍ଧିତ ବା ଚୀନୀ ଭାଷାର
Example :
ସେହି ଚୀନୀ ପୁସ୍ତକରେ ଡ୍ରାଗନର ଚିତ୍ର ଅଛି
Meaning : ଚୀନ ଦେଶର ବା ଚୀନ ଦେଶ ସଂବନ୍ଧିତ
Example :
ଏହା ଚୀନୀ ରେଶମରେ ତିଆରି ହୋଇଛି
Translation in other languages :