Meaning : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
Example :
ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
Synonyms : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
Translation in other languages :
Meaning : କାହାକୁ ଉତ୍ତେଜିତ କରିବା
Example :
ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
Synonyms : ଉତ୍ତେଜିତକରିବା, ଉସକେଇବା, ଟିହାଇବା
Translation in other languages :
Meaning : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
Example :
ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
Synonyms : ଇର୍ଷାନ୍ୱିତ କରାଇବା, ଜଳେଇବା
Translation in other languages :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।