Meaning : ଛୋଟଛୋଟ କଥାରେ ବିଗିଡ଼ିବା
Example :
ମାଆ ଆଜିକାଲି ବହୁତ ଚିଡ଼ିଚିଡ଼ା ହେଉଛନ୍ତି
Synonyms : ଚିଡ଼ିଚିଡ଼ା ହେବା, ଚିଡ଼ିଚିଡ଼ି ହେବା, ବିରକ୍ତ ହେବା
Translation in other languages :
Meaning : ଦୁଃଖୀ ହୋଇ କ୍ରୋଧ କରିବା
Example :
ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
Synonyms : ଅସନ୍ତୁଷ୍ଟ ହେବା, କୋପ କରିବା, ଚିଡ଼ିଚିଡ଼ି ହେବା
Translation in other languages :
Feel extreme irritation or anger.
He was chafing at her suggestion that he stay at home while she went on a vacation.