Meaning : ଜାଣିଶୁଣି କୌଣସି ଏଭଳି କାମ କରିବା ବା କଥା କହିବା ଯେଉଁଥିରେ କେହି ଅପ୍ରସନ୍ନ ହୋଇଯିବ
Example :
ମଂଜୁଳା ତା ସାନ ଭାଇକୁ ବହୁତ ଚିଡ଼ାଉଥାଏ
Synonyms : ଅପ୍ରସନ୍ନ କରିବା
Translation in other languages :
जान-बूझकर कोई ऐसा काम करना या बात कहना जिससे कोई अप्रसन्न हो जाए।
मंजुला अपने छोटे भाई को बहुत चिढ़ाती है।Meaning : କାହାକୁ ହଇରାଣ କରିବା
Example :
କୃଷ୍ଣ ଗୋପୀମାନଙ୍କୁ ବିରକ୍ତ କରାଉଥିଲେ
Synonyms : ବିରକ୍ତହେବା, ହାସ୍ୟ ରସ କରିବା
Translation in other languages :
Meaning : ଚିଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଭାଈ ମୋତେ ତାଙ୍କ ସାଙ୍ଗମାନଙ୍କଦ୍ୱାରା ଚିଡ଼ାଇଲେ
Translation in other languages :