Meaning : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ
Example :
ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା
Translation in other languages :
The process of recognizing something or someone by remembering.
A politician whose recall of names was as remarkable as his recognition of faces.Meaning : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
Example :
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
Synonyms : ଜାଣିବା
Translation in other languages :
Meaning : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
Example :
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
Synonyms : ଜାଣିବା
Translation in other languages :
Be familiar or acquainted with a person or an object.
She doesn't know this composer.Meaning : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
Example :
ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
Synonyms : ଜାଣିବା
Translation in other languages :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।