Meaning : ଅଧିକ ମୂଲ୍ୟର ପଇସା ବଦଳରେ ତାରି ସମାନ ମୂଲ୍ୟର ପରିବର୍ତ୍ତିତ କମ୍ ମୂଲ୍ୟର ପଇସା
Example :
ମୋତେ ପାଞ୍ଚଶହ ଟଙ୍କାର ଖୁଚୁରା ଦରକାର
Translation in other languages :
Money received in return for its equivalent in a larger denomination or a different currency.
He got change for a twenty and used it to pay the taxi driver.Meaning : ଚାରେଣୀ, ଆଠେଣୀଆଦିର ଛୋଟ ପଇସା
Example :
ମାଆ ଘଡ଼ିରେ ଖୁଚୁରା ଜମା କରନ୍ତି
Translation in other languages :
Meaning : ବିଶେଷକରି ମଇଳା ପୋଷାକରେ ଦେଖା ଯାଉଥିବା ଉକୁଣି ଆକାରର ଗୋଟିଏ ଧଳା ପୋକ
Example :
ସଫାସୁତୁରା ନହେବା କାରଣରୁ ସିଲେଇ ହୋଇଥିବାଲୁଗାରେ ଚିଲର ପଡ଼ିଯାଏ
Translation in other languages :
Wingless usually flattened bloodsucking insect parasitic on warm-blooded animals.
louse, sucking louse