Meaning : ଯାହା ଅତ୍ୟଧିକ ପ୍ରୟୋଗ କିମ୍ବା ପୁରୁଣାହେବା କାରଣରୁ ଫାଟିଯାଇଥାଏ
Example :
ଭିକାରୀ ଚିରାଫଟା ଲୁଗା ପିନ୍ଧିଛି
Synonyms : ଜୀର୍ଣ୍ଣ ଶୀର୍ଣ୍ଣ, ପୁରୁଣା
Translation in other languages :
जो अत्यधिक प्रयोग या पुराना होने के कारण फटा हुआ हो।
भिखारी जीर्ण-शीर्ण कपड़ा पहने हुए था।