Meaning : ଚିରିଗଲେ ବା କଟିଗଲେ ହେଉଥିବା କ୍ଷତ ବା ଘା’
Example :
ସେ କଟା ଉପରେ ପଟି ବାନ୍ଧିଦେଲା
Synonyms : କଟା
Translation in other languages :
Meaning : ଯାହା ଫାଟି ଯାଇଛି
Example :
ଦରିଦ୍ରତା ରୀତାକୁ ଫଟା ଲୁଗା ପିନ୍ଧିବାକୁ ବାଧ୍ୟକଲା
Translation in other languages :