Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଚିନ୍ତାହୀନ from ଓଡ଼ିଆ dictionary with examples, synonyms and antonyms.

ଚିନ୍ତାହୀନ   କ୍ରିୟା ବିଶେଷଣ

Meaning : ନିଶ୍ଚିତ ହୋଇ ବା ନିଶ୍ଚିତତା ସହିତ

Example : ସେ ନିଶ୍ଚିନ୍ତରେ ନିଜ କୋଠରୀରେ ଶୋଇଛି

Synonyms : ଅଚିନ୍ତା, ନିଶ୍ଚିତତା, ନିଶ୍ଚିନ୍ତ


Translation in other languages :

निश्चिंत होकर या निश्चिंतता के साथ।

वह बेखटके अपने कमरे में सोया हुआ था।
चिंताहीनतः, निश्चिंततः, बेखटके

In an unconcerned manner.

War was breaking out in Europe, but she unconcernedly planned for a holiday.
unconcernedly

ଚିନ୍ତାହୀନ   ବିଶେଷଣ

Meaning : ଯାହାର କିଛି ଚିନ୍ତା ନାହିଁ

Example : ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ

Synonyms : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ନିଶ୍ଚିତ


Translation in other languages :

Free of trouble and worry and care.

The carefree joys of childhood.
Carefree millionaires, untroubled financially.
carefree, unworried