Meaning : ବସ୍ତ୍ର, କାନ୍ଥଆଦି ଉପରେ ତିଆରି ହୋଇଥିବା ଚିତ୍ର
Example :
ମନ୍ଦିରର କାନ୍ଥ ସୁନ୍ଦର ଚିତ୍ରକାରୀରେ ସଜ୍ଜିତ ହୋଇଛି
Synonyms : କାରୁକାର୍ଯ୍ୟ
Translation in other languages :
A picture or design printed from an engraving.
printMeaning : ଚିତ୍ର କରିବା ବିଦ୍ୟା ବା କଳା
Example :
ଶ୍ୟାମ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହେଲା
Synonyms : ଆଲେଖ୍ୟ ବିଦ୍ୟା, ଚିତ୍ରକଳା
Translation in other languages :
चित्र बनाने की विद्या या कला।
श्याम चित्रकला प्रतियोगिता में प्रथम आया।