Meaning : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
Example :
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
Translation in other languages :
Meaning : ରଙ୍ଗଦ୍ୱାରା କରାଯାଉଥିବା ଚିତ୍ର
Example :
ମୋଦ୍ୱାରା ଏହି ଚିତ୍ର ଅଙ୍କାଯାଇଛି
Translation in other languages :
Meaning : ଛବି, ଲୋକଙ୍କ ସାମ୍ନାରେ ବ୍ୟକ୍ତି, ସଂସ୍ଥା ବା ବସ୍ତୁ ଆଦିର ସାମାନ୍ୟ ପ୍ରଭାବ ପ୍ରସ୍ତୁତ କରେ
Example :
ନିଜର କର୍ମ ଅନୁସାରେ ଆମେ ନିଜର ତଥା ଦେଶର ଚିତ୍ରକୁ ବଦଳାଇ ପାରିବୁ
Translation in other languages :
The general impression that something (a person or organization or product) presents to the public.
Although her popular image was contrived it served to inspire music and pageantry.Meaning : କୌଣସି କଥନ, ବିବେଚନ, ବିବରଣ ଇତ୍ୟାଦିକୁ ସ୍ପଷ୍ଟ କରିବପାଇଁ ଉପସ୍ଥିତ କରାଯାଉଥିବା କୌଣସି ବସ୍ତୁର ପ୍ରତିକୃତି
Example :
ଛବି ସହାୟତାରେ ପଢ଼ାଇଲେ ପିଲାମାନେ ଶୀଘ୍ର ବୁଝିପାରନ୍ତି
Translation in other languages :
Illustrations used to decorate or explain a text.
The dictionary had many pictures.