Subscribe
URL of the page has been copied to clipboard.
Meaning : ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି
Example : ମନର ଚଞ୍ଚଳତାକୁ ଦୂର କରିବା କଠିନ କାର୍ଯ୍ୟ ଅନ୍ୟର ମନ କଥା କିଏ ଜାଣି ପାରିବ?
Synonyms : ଅନ୍ତର, ମନ, ମାନସ, ହୃଦୟ
Translation in other languages :हिन्दी
प्राणियों में अनुभव, संकल्प-विकल्प, इच्छा, विचार आदि करने वाली शक्ति।
Install App