Meaning : ଡାକ ବିଭାଗର ଏହି କର୍ମଚାରୀ ଯିଏ ଚିଠି,ମନିଅର୍ଡ଼ର ଆଦି ଘରଘର ବୁଲି ବାଣ୍ଟେ
Example :
ଚିଠିବାଲା ଏଠାକୁ ଚାରିଟା ବେଳେ ଆସେଡାକବାଲା ଘରଘର ବୁଲି ଚିଠି ଆଦି ପହଞ୍ଚାଏ
Synonyms : ଡାକବାଲା, ପୋଷ୍ଟମ୍ୟାନ୍
Translation in other languages :
Meaning : ଚିଠି ଇତ୍ୟାଦି ପହଁଚାଇବା ବ୍ୟକ୍ତି
Example :
ଆଜି ସକାଳେ ଡାକବାଲା ଏହି ଚିଠି ଦେଇ ଗଲା
Translation in other languages :