Meaning : କୌଣସି ବ୍ୟକ୍ତିର ଯେଉଁ ଭୂମି ଚାଷ କରାଯାଉଛି
Example :
ତାଙ୍କ ପାଖରେ ଦୁଇ ଏକର ଚାଷଜମି ଓ ଏକ ଏକର ବଗିଚା ରହିଛି
Translation in other languages :
Meaning : ଯେଉଁ ଭୂମିରେ ଖେତ କରାଯାଏ ବା କୃଷିଯୋଗ୍ୟ ଭୂମି
Example :
ଭାରତର ପାର୍ବତୀୟ କ୍ଷେତ୍ରରେ ଚାଷଜମି କମ୍ ଥାଏ
Translation in other languages :