Meaning : ଚାଳିଶ ପଦର ରଚନା
Example :
ହନୁମାନ ଚାଳିଶା ମଧ୍ୟ ଗୋଟିଏ ଚାଳିଶା ଏଭଳି ବିଶ୍ୱାସ କରାଯାଏ ଯେ ନିୟମିତ ହନୁମାନ ଚାଳିଶା ପାଠକଲେ ସଙ୍କଟରୁ ରକ୍ଷା ମିଳିଥାଏ
Translation in other languages :
चालीस पद्यों की रचना।
ऐसा विश्वास किया जाता है कि हनुमान चालीसा का नियमित पाठ करने से संकट से मुक्ति मिल जाती है।Meaning : (ଇଲାମ୍) ମୃତ୍ୟୁର ଚାଳିଶତମ ଦିନ ହେଉଥିବା କର୍ମ
Example :
ସେ ରହୀମ୍ଚାଚାଙ୍କ ଚହଲୁମରେ ଭାଗନେବାକୁ ଯାଇଛି
Translation in other languages :
The prescribed procedure for conducting religious ceremonies.
ritual