Meaning : ଯେ ଖୋସାମତି କରେ
Example :
ଆମ ଗାଁରେ ଚାମଚାମାନଙ୍କର ଅଭାବ ନାହିଁ
Synonyms : ଖୋସାମତିଆ
Translation in other languages :
Meaning : ଖୁସାମତି କରିବାବାଲା ସ୍ତ୍ରୀ
Example :
ଶର୍ମିଲା ହେଉଛି ମାଡ଼ାମଙ୍କ ଚାମଚା
Synonyms : ଖୁସାମତିଆଣୀ, ଚାମଚୀ
Translation in other languages :
Meaning : ଯେ ଚାଟୁକାରିତା କରେ
Example :
ସେ ଜଣେ ଚାଟୁକାର ବ୍ୟକ୍ତି
Translation in other languages :
Attempting to win favor from influential people by flattery.
bootlicking, fawning, obsequious, sycophantic, toadyish