Meaning : ଦାବିବା ଫଳରେ ଉତ୍ପନ୍ନ ହେଉଥିବା ବଳ ବା ଜୋର୍
Example :
ପାଣିର ଅତ୍ୟଧିକ ଚାପ ଯୋଗୁ ବନ୍ଧ ଭାଙ୍ଗିଗଲା ତାଙ୍କର ରକ୍ତଚାପ ବହୁତ ବଢ଼ିଗଲା
Synonyms : ପ୍ରଭାବ
Translation in other languages :
Meaning : ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
Example :
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
Translation in other languages :
Meaning : ଅଙ୍ଗଗୁଡ଼ିକୁ ଘେରି ରହିଥିବା ବା ସେଗୁଡ଼ିକୁ ସୁରକ୍ଷା ଦେଉଥିବା ଏକ ହାଡ଼ଯୁକ୍ତ ବକ୍ର ଶାରୀରିକ ଗଠନ
Example :
ଚାପ ବିଶେଷକରି ପାଦ ଭିତରେ ଥାଏ
Translation in other languages :
* एक वक्र हड्डीदार शारीरिक संरचना जो अंगों को घेरे रहती है या उनको सहारा देती है।
चाप विशेषकर पैरों के अंदर होती है।A curved bony structure supporting or enclosing organs (especially the inner sides of the feet).
arch