Meaning : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
Example :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
Synonyms : ଅନୁଦାନ
Translation in other languages :
A voluntary gift (as of money or service or ideas) made to some worthwhile cause.
contribution, donationMeaning : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
Example :
ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
Synonyms : ଦେୟ
Translation in other languages :
A payment for consecutive issues of a newspaper or magazine for a given period of time.
subscription