Meaning : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
Example :
ସେ ବଜାରରୁ ଏକ ନୂଆ ଚାଦର କିଣିଲା
Translation in other languages :
Meaning : ଧାତୁର ପତଳା ଚାଦର ବା ଖଣ୍ଡ
Example :
ଏହି ଗାଡ଼ିର ଶରୀର ଧାତୁ ପାତରେ ତିଆରି ହୋଇଛି
Synonyms : ଧାତୁ ପାତ, ମେଟାଲ୍ ସୀଟ୍
Translation in other languages :