Meaning : ଚଉଦ ମନୁଙ୍କ ମଧ୍ୟରୁ ଷଷ୍ଠ ମନୁ
Example :
ଗୋଟିଏ କାହାଣୀ ଅନୁସାରେ ଚାକ୍ଷୁଷ ମନୁ ଚକ୍ଷୁଷଙ୍କ ପୁତ୍ର ଥିଲେ
Synonyms : ଚାକ୍ଷୁଷ ମନୁ
Translation in other languages :
An imaginary being of myth or fable.
mythical beingMeaning : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
Example :
ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
Synonyms : ଦୃଶ୍ୟ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା
Translation in other languages :