Meaning : ବେତନ ନେଇ ସେବା କରୁଥିବା ଲୋକ
Example :
ମୋ ଚାକର ସପ୍ତାହକପାଇଁ ଘରକୁ ଯାଇଛି
Synonyms : ଦାସ, ନଉକର, ପରିଚାରକ, ଭୃତ୍ୟ, ସେବକ
Translation in other languages :
वह जो वेतन आदि लेकर सेवा करता हो।
मेरा नौकर एक हफ्ते के लिए घर गया है।