Subscribe
URL of the page has been copied to clipboard.
Meaning : ଏକ ଓଜନ ଯାହା ଆଠରତି ସହିତ ସମାନ ହୋଇଥାଏ
Example : ମୋ ପ୍ରପିତାମହୀଙ୍କ ପାଖରେ ପ୍ରାୟ ଶହେ ଚାଉଳର ଏକ ସୁନା ହାର ଥିଲା
Synonyms : ତଣ୍ଡୁଳ
Translation in other languages :हिन्दी
एक तौल जो आठ रत्ती के बराबर होती है।
Meaning : ଧାନରୁ ଚଷୁ ବାହାରିଗଲା ପରେ ରହିଥିବା ଦାନା
Example : ସେ ଗୋଟିଏ ବସ୍ତା ଚାଉଳ କିଣିଲା
Synonyms : ତଂଡୁଳ, ତଣ୍ଡୁଳ
Translation in other languages :हिन्दी English
एक अन्न जो भूसी उतारा हुआ धान है।
Grains used as food either unpolished or more often polished.
Install App