Meaning : ବାସନ ହଲିବା କାରଣରୁ କୌଣସି ତରଳ ପଦାର୍ଥ ଉଛୁଳି ବାହାରି ପଡ଼ିବା
Example :
ରାଧାର ଗରାର ପାଣି ଚହଲୁଛି
Translation in other languages :
Meaning : ଲୋଭରେ ପ୍ରବୃତ୍ତ ହେବା
Example :
ଜମିଦାରଙ୍କ ଧନସମ୍ପତ୍ତି ଦେଖି ତାର ମନ ଲୋଭେଇଲା
Synonyms : ଲୋଭାନ୍ୱିତ ହେବା, ଲୋଭେଇବା
Translation in other languages :