Meaning : ଗତିକୁ ଆଣିବା ବା ଗତିଶୀଳ କରିବା
Example :
ସେ ବନ୍ଦ ହୋଇଯାଇଥିବା ଯନ୍ତ୍ରକୁ ଚଳାଇଲେ
Synonyms : ଚାଲୁକରିବା, ଚାଳିତକରିବା
Translation in other languages :
गति में लाना या गतिशील करना।
उसने बंद पड़े यंत्र को चलाया।Meaning : ଅସ୍ତ୍ରଶସ୍ତ୍ରଆଦିର ବ୍ୟବହାର କରିବା
Example :
ରାମ ରାବଣ ଉପରେ ଅମୋଘ ଅସ୍ତ୍ର ଚଳାଇଲେ
Synonyms : ପ୍ରୟୋଗ କରିବା
Translation in other languages :
Meaning : ତୋପ ବନ୍ଧୁକ ଆଦି ମାରିବା
Example :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
Translation in other languages :
Meaning : ସଞ୍ଚାଳନ କରିବା
Example :
ଆପଣ ଫୋନର ସଞ୍ଚାଳନ କରନ୍ତୁ
Synonyms : ଚଲାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
Translation in other languages :
Meaning : କୌଣସି କାର୍ଯ୍ୟ ଆଦିକୁ ଚାଲୁ ଅବସ୍ଥାରେ ରଖିବା
Example :
ସେ ମୁମ୍ବାଇରେ ଏକ ଦୋକାନ ଚଳାଉଛି
Translation in other languages :
उचित अथवा साधारण रूप से कोई कार्य, चीज या बात को क्रियाशील या सक्रिय अथवा चालू अवस्था में रखना।
वह मुम्बई में एक दुकान चलाता है।Meaning : ଚାଲିବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଡ୍ରାଇଭର ପିଲାମାନଙ୍କଦ୍ୱାରା ଧକ୍କାମରାଇ ତା ଗାଡ଼ିକୁ ଚାଲୁ କରାଇଲା
Synonyms : ଚାଲୁ କରାଇବା
Translation in other languages :
Meaning : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
Example :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
Translation in other languages :
Bear or be able to bear the weight, pressure,or responsibility of.
His efforts carried the entire project.Meaning : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
Example :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
Synonyms : ଧାରଣ କରିବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
Translation in other languages :
किसी निश्चित या विशेष स्थिति आदि में रखना।
कमरे को साफ रखो।Meaning : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
Example :
ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
Synonyms : ଚଳାଇ ରଖିବା, ଚଳେଇନେବା, ନିର୍ବାହ କରିବା, ବଜାୟ ରଖିବା
Translation in other languages :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।Meaning : ବ୍ୟବହାର ବା ଆଚରଣରେ ଆଣିବା
Example :
ସରକାର ଦେଶର ଉନ୍ନତିକୁ ଧ୍ୟାନରେ ରଖି ବିଂଶସୂତ୍ରୀୟ କାର୍ଯ୍ୟକ୍ରମ ଚଳାଇଲେ
Translation in other languages :
व्यवहार या आचरण में लाना।
सरकार ने देश की उन्नति को ध्यान में रखते हुए बीस सूत्रीय कार्यक्रम चलाया।