Meaning : ବାହନ ଚଳାଇବା ବା ନିୟନ୍ତ୍ରିତ କରିବା
Example :
ସେ କାର୍ ଚଲାଉଛି
Synonyms : ଗତି କରାଇବା, ଚାଳନ କରିବା, ଚାଳିତ କରିବା, ପରିଚାଳିତ କରାଇବା
Translation in other languages :
Meaning : ଚୁନା ବା ଦାନାକୁ ପତଳା କପଡ଼ା ବା ଚାଲୁଣିଆଦିରେ ଚଲାଇ ସେଥିରୁ ଅଳିଆ ବା ମୋଟା ଅଂଶ ଅଲଗା କରିବା
Example :
ଅଟା ଦଳିବା ପୂର୍ବରୁ ତାକୁ ଚଲାଅ ଜେଜେମା’ ଗହମ ଚଲାଉଛନ୍ତି
Translation in other languages :
Meaning : ସଞ୍ଚାଳନ କରିବା
Example :
ଆପଣ ଫୋନର ସଞ୍ଚାଳନ କରନ୍ତୁ
Synonyms : ଚଳାଇବା, ପ୍ରବର୍ତ୍ତନ କରିବା, ସଞ୍ଚାଳନ କରିବା
Translation in other languages :
Meaning : ଏପରି କିଛି କଲେ କୌଣସି ବସ୍ତୁ କାମ କରେ
Example :
ସେ ସିଲେଇ ମେସିନ୍ ଚଲାଉଛି ବଢ଼େଇ ଭଅଁର ଚଲାଉଛି
Synonyms : କାର୍ଯ୍ୟକ୍ଷମ କରାଇବା, ଗତିଯୁକ୍ତ କରାଇବା, ଗତିଶୀଳ କରାଇବା, ପରିଚାଳିତ କରାଇବା
Translation in other languages :
Meaning : ବାଧା ବା ହସ୍ତକ୍ଷେପବିନା ଜାରି ରଖିବା ବା ଚାଲୁରହିବା
Example :
ଏହି କାମକୁ ଚାଲିବାକୁ ଦିଅନ୍ତୁ
Synonyms : ଚାଲିବାକୁ ଦେବା, ଚାଲୁରହିବା, ଜାରି ରଖିବା, ପରିଚାଳିତ କରିବା
Translation in other languages :
Meaning : ବାଧ୍ୟକରି ବା ପ୍ରଭାବ ପକାଇ ଚଲାଇବା
Example :
ସିପାହୀମାନେ କଏଦୀମାନଙ୍କୁ ସହରଦେଇ ମାର୍ଚ୍ଚ କରାଉଥିଲେ
Synonyms : ମାର୍ଚ୍ଚ କରାଇବା
Translation in other languages :
*बाध्य करके या दबाव डालकर चलाना।
सिपाही कैदियों को शहर से होकर मार्च करा रहे हैं।Meaning : ଚାଲିବାରେ ପ୍ରବୃତ୍ତ କରିବା
Example :
ସେ ଛୁଆର ହାତ ଧରିକରି ଚଲାଉଛି
Translation in other languages :
Meaning : ପବନରେ ଏପଟ ସେପଟ ହଲିବା
Example :
ପ୍ରତିଦ୍ୱନ୍ଦୀ ଆଘାତ କରିବା ପୂର୍ବରୁ ଖଣ୍ଡା ବୁଲାଉଥିଲେ
Translation in other languages :