Subscribe
URL of the page has been copied to clipboard.
Meaning : ଚମଡ଼ା ତିଆରି ଏକ ବଡ଼ ପାତ୍ର ଯାହାଦ୍ୱାରା ବଳଦଙ୍କ ସାହାର୍ଯ୍ୟରେ ଖେତରେ ଜଳସେଚନ ନିମନ୍ତେ ପାଣି ବାହାର କରାଯାଏ
Example : ନଳକୂପ, କେନାଲ ଆଦି ଅଭାବରେ କୃଷକ ପୁରବଟ, ତେଣ୍ଡା ଆଦିରେ ଜଳସେଚନ କରନ୍ତି
Synonyms : ପୁରବଟ, ମୋଟ
Translation in other languages :हिन्दी
चमड़े का वह बड़ा डोल जिसके द्वारा बैलों की सहायता से खेतों की सिंचाई के लिए पानी खींचा जाता है।
Install App