Meaning : ସୂତା କାଟିବାପାଇଁ କାଠ ତିଆରି ଏକ ଯନ୍ତ୍ର
Example :
ମହାତ୍ମା ଗାନ୍ଧି ନିଜେ ଚରଖା ଚଳାଉଥିଲେ
Synonyms : ଅରଟ
Translation in other languages :
A small domestic spinning machine with a single spindle that is driven by hand or foot.
spinning wheel