Meaning : ଶରୀର ଉପରେଥିବା ଚମଡ଼ା
Example :
ଶୀତଦିନେ ବିଶେଷ ରୂପରେ ତ୍ୱଚାର ଯତ୍ନ ନେବା ଉଚିତ
Translation in other languages :
Meaning : ମୃତ ପଶୁମାନଙ୍କଠାରୁ ବାହାର କରାଯାଇଥିବା ଯେଉଁ ଛାଲରେ ଜୋତା ତିଆରି କରାଯାଏ
Example :
ସେ ଚମଡ଼ା କାମ କରୁଅଛି
Translation in other languages :
An animal skin made smooth and flexible by removing the hair and then tanning.
leather