Meaning : ଗୋଟିଏ ଫିକା ହଳଦିଆ ରଙ୍ଗର ସୁଗନ୍ଧିତ ଫୁଲ
Example :
ଶୀଲା ଚମ୍ପାର ମାଳା ତିଆରି କରୁଛି
Translation in other languages :
Meaning : ଏକ ଗଛ ଯେଉଁଥିରେ ଫିକା ହଳଦିଆ ରଙ୍ଗର ସୁଗନ୍ଧିତ ଫୁଲ ଫୁଟେ
Example :
ସେ ନିଜ ଘର ଆଗରେ ଚମ୍ପା, ଚାମେଲିଆଦି ଲଗାଇଛନ୍ତି
Translation in other languages :
Any shrub or tree of the genus Magnolia. Valued for their longevity and exquisite fragrant blooms.
magnolia