Subscribe
URL of the page has been copied to clipboard.
Meaning : ଅଠାଳିଆ ବସ୍ତୁଦ୍ୱାରା କୌଣସି ଉପରି ଭାଗରେ କୌଣସି ବସ୍ତୁ ଲଗାଇବା
Example : ସେ କାନ୍ଥରେ ଚିତ୍ରଗୁଡ଼ିକୁ ଲଗାଇଲା
Synonyms : ମାରିବା, ଲଖେଇବା, ଲଗାଇବା
Translation in other languages :हिन्दी English
लसीली वस्तु से किसी सतह पर कोई वस्तु लगाना।
Join or attach with or as if with glue.
Meaning : ପୃଷ୍ଠ ବା ସ୍ତରକୁ ଦବାଇ ତଳଆଡ଼କୁ କରିବା
Example : ରାସ୍ତା ତିଆରି କରିବା ବେଳେ ମାଟି,ଗୋଡ଼ି,ପଥର ଆଦିକୁ ଛେଚାଯାଏ
Synonyms : କୁଟିବା, ଛେଚିବା, ବାଡ଼େଇବା
तल या सतह को दबाकर नीचे की ओर करना।
Cause to sink.
Install App