Meaning : କୌଣସି କଥା ବା କାର୍ଯ୍ୟ ଯେଉଁଠି-ସେଇଠି ରହିଯିବା ଏବଂ ତା ଉପରେ କୌଣସି କାର୍ଯ୍ୟ ନହେବା
Example :
ଅଧିକତର ଧୋବଧାଉଳିଆ ଅପରାଧୀମାନଙ୍କ ମାମଲା ଦବିଯାଏ
Synonyms : ଦବିବା
Translation in other languages :
किसी बात या कार्य का जहाँ-का-तहाँ रह जाना और उस पर कोई कार्रवाई न होना।
अधिकतर श्वेतपोश अपराधियों के मामले दब जाते हैं।Meaning : ଓଜନିଆ ଜିନିଷର ତଳକୁ ଆସିଯିବା ବା ରହିବା
Example :
ପଥରରେ ପିଲାର ହାତ ଦବିଗଲା
Synonyms : ଚାପିହୋଇଯିବା, ଦବିବା, ଦାବିହୋଇଯିବା
Translation in other languages :