Subscribe
URL of the page has been copied to clipboard.
Meaning : ଯନ୍ତାହୋଇଥିବା ଅଟାର ପିଣ୍ଡୁଳାକୁ ବେଲି ବା ବଢ଼ାଇ ତଥା ଆଞ୍ଚ ଉପରେ ସେକି ବା ପକାଇ ତିଆରି ହୋଇଥିବା ଖାଦ୍ୟବସ୍ତୁ
Example : ମୂଲିଆ ଆନନ୍ଦରେ ତରକାରୀ ସହିତ ଶୁଖିଲା ରୁଟି ଖାଉଥିଲା
Synonyms : ରୁଟି
Translation in other languages :हिन्दी English
गुँधे हुए आटे की लोई को बेलकर या बढ़ाकर तथा आँच पर सेंककर या पकाकर बनाई हुई खाद्यवस्तु।
Flat pancake-like bread cooked on a griddle.
Install App