Meaning : ଚନ୍ଦ୍ରମା ବା ତାହାର ଜ୍ୟୋତିର ଷୋହଳତମ ଭାଗ ବା ଅଂଶ
Example :
ପୂର୍ଣ୍ଣିମାର ଚନ୍ଦ୍ରମା ନିଜର ଷୋହଳ କଳାରେ ଯୁକ୍ତ ହୋଇଥାଏ
Synonyms : କଳା, ଚନ୍ଦ୍ରରେଖା, ଶଶୀକଳା, ଶଶୀରେଖ, ଶଶୀରେଖା
Translation in other languages :
Meaning : ଖୁଆ ପକାଯାଇଥିବା ଏକ ମିଠେଇ
Example :
ସେ ମିଠା ଦୋକାନରୁ କିଲେ ଚନ୍ଦ୍ରକଳା କିଣିଲେ
Translation in other languages :