Subscribe
URL of the page has been copied to clipboard.
Meaning : ଦୂର୍ଗାଙ୍କର ଆଉ ଏକ ରୂପ
Example : ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି
Synonyms : ଚଣ୍ଡିକା
Translation in other languages :हिन्दी English
दुर्गा का एक रूप।
Malevolent aspect of Devi.
Meaning : ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ
Example : ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ, ଦୁଇଟି ସଗଣ ଏବଂ ଗୋଟିଏ ଗୁରୁ ଥାଏ
Synonyms : ଚଂଡୀ
तेरह वर्णों का एक छंद।
(prosody) a system of versification.
Meaning : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
Example : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
Synonyms : କର୍କଶ, କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ
जो कर्कश स्वभाव की हो या झगड़ा करती रहती हो।
Given to quarreling.
Install App