Meaning : ତଳୁ ଉପରଆଡ଼କୁ ନେଇଯିବା
Example :
ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
Synonyms : ଭର୍ତ୍ତିକରିବା
Translation in other languages :
Meaning : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
Example :
ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
Synonyms : ବସାଇବା, ସବାର କରେଇବା
Translation in other languages :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।