Meaning : ରାଜପଥ ବା ଦୀର୍ଘ ସଡ଼କକଡ଼ରେ ତିଆରି ହୋଇଥିବା ଏକ ପ୍ରକାରର ହୋଟେଲ ଯେଉଁଠି ଲୋକେ ଖିଆପିଆ ସହିତ କିଛି ସମୟ ବିଶ୍ରାମ ବି କରନ୍ତି
Example :
ରାତ୍ରି ଯାତ୍ରା କାରଣରୁ ଆମେ ଆମେ ଏକ ଢାବାରେ ଖାଇଲୁ
Synonyms : ଢାବା
Translation in other languages :
Meaning : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ
Example :
କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ
Synonyms : ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା, ସରେଇଘର
Translation in other languages :
यात्रियों के ठहरने का स्थान।
केदारनाथ जाते समय हमने एक सराय में विश्राम किया था।Meaning : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
Example :
ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
Synonyms : ଡାକବଙ୍ଗଳା
Translation in other languages :