Subscribe
URL of the page has been copied to clipboard.
Meaning : ବସିବାଆଦି ନିମନ୍ତେ ସମତଳ ଏବଂ ପକ୍କା ଭୂମି
Example : ଚଟାଣ ସଜାଇବାପାଇଁ ଆଜିକାଲି ସୁନ୍ଦର ସୁନ୍ଦର ଟାଇଲ୍ ମିଳୁଛି
Synonyms : ଗୃହତଳ, ଘରତଳ
Translation in other languages :हिन्दी
बैठने आदि के लिए समतल और पक्की भूमि।
Meaning : ଡଙ୍ଗାର ଚଟାଣ
Example : ନାବିକ ଡଙ୍ଗାର ଚଟାଣ ଉପରେ ବସିବାପାଇଁ କେତେକ ଚୌକି ପକାଇଛି
नाव का फर्श।
Meaning : ଚୂନ,ସୁର୍କି ଆଦିରୁ ପ୍ରସ୍ତୁତ ଚଟାଣ
Example : ପକ୍କାଚଟାଣ ଉପରେ ସୁନ୍ଦର ଫୁଲ ପଡ଼ିଛି
Synonyms : ପକ୍କାଚଟାଣ
चूने, सीमेंट आदि से बना पक्का फर्श।
Install App