Meaning : ଚିତ୍ତର ଅସ୍ଥିର ହେବା ଭାବ
Example :
ବ୍ୟଗ୍ରତା କାରଣରୁ ମୁଁ ଠିକ୍ ନିର୍ଣ୍ଣୟ ନେଇପାରୁ ନାହିଁ
Synonyms : ଅସ୍ଥିରଚିତ୍ତତା, ଉଦ୍ବିଗ୍ନତା, ବ୍ୟଗ୍ରତା
Translation in other languages :
चित्त के अस्थिर होने का भाव।
व्यग्रता के कारण मैं सही निर्णय नहीं ले पा रहा हूँ।Feelings of anxiety that make you tense and irritable.
disquietude, edginess, inquietude, uneasinessMeaning : କୌଣସି କାମପାଇଁ ହେଉଥିବା ଉତ୍ସାହ
Example :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
Synonyms : ଉତ୍ସାହ, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
Translation in other languages :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessMeaning : ଚଞ୍ଚଳ ହେବାର ଅବସ୍ଥା କିମ୍ବା ଭାବ
Example :
ମନର ଚଞ୍ଚଳତାକୁ ଦୂର କର
Synonyms : ଚପଳତା
Translation in other languages :