Subscribe
URL of the page has been copied to clipboard.
Meaning : ଯେଉଁଥିରେ ଚମକ ଅଛି ବା ଚମକୁଥିବା ରଙ୍ଗ
Example : ବିବାହ ଅବସରରେ ଦୀନେଶ ଚମକଦାର ବସ୍ତ୍ର ପିନ୍ଧିଥିଲା
Synonyms : ଚକାଚକ୍, ଚକ୍ଚକ୍, ଚମକଦାର, ଚମକିଲା, ଝିଲିମିଲି, ଦ୍ୟୁତିମାନ
Translation in other languages :हिन्दी
जिसमें चमक हो या चमकीले रंग वाला।
Meaning : ଯେଉଁଥିରେ ଖୁବ୍ ଚମକ ଅଛି
Example : ଜୋକର ଚକ୍ମକିଆ ପୋଷାକ ପିନ୍ଧିଥିଲା
Synonyms : ଚମକ୍ଦାର
Translation in other languages :हिन्दी English
जिसमें खूब चमक-दमक हो।
Dazzlingly beautiful.
Install App