Meaning : ଖୁବ୍ ବୁଲୁଥିବା କାଠଆଦିର ଗୋଟିଏ ଗୋଲ ଛୋଟ ଖେଳନା
Example :
ପିଲାଟି ଚକ୍ରି ବୁଲାଉଥିଲା
Translation in other languages :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collectorMeaning : ଚରଖାରେ ଥିବା ଚମଡାର ଗୋଲାକାର ଖଣ୍ଡ
Example :
ସେମାନେ ଭଙ୍ଗା ଚକ୍ରିକୁ ଯୋଡ଼ିବାକୁ ଚେଷ୍ଟା କରୁଥିଲେ
Translation in other languages :
Meaning : କାଗଜ ଆଦିରେ ତିଆରି ଯେଉଁ ଖେଳନାଟି ପବନ ସହାୟତାରେ ନାଚୁଥାଏ
Example :
ଯେତେ ଯୋରରେ ପବନ ବହିବ, ଚକ୍ରି ସେତେ ଯୋରରେ ବୁଲିବ
Translation in other languages :
A toy consisting of vanes of colored paper or plastic that is pinned to a stick and spins when it is pointed into the wind.
pinwheel, pinwheel wind collector