Meaning : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
Example :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
Synonyms : ଆଶ୍ଚର୍ଯ୍ୟହେବା, ତାଜୁବହେବା, ବିସ୍ମୟହେବା
Translation in other languages :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।Meaning : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
Example :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
Synonyms : କାକୁସ୍ଥହେବା, ଘାବରେଇଯିବା, ଶଙ୍କିଯିବା
Translation in other languages :
Be overcome by a sudden fear.
The students panicked when told that final exams were less than a week away.