Meaning : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
Example :
ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
Synonyms : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ
Translation in other languages :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।Meaning : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
Example :
ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
Translation in other languages :
एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।
घोड़े पर चढ़कर बाई पंखा साफ करने लगी।Meaning : କାନ୍ଥ ବାହାରେ ବାହାରିଥିବା ପଥର ଖଣ୍ଡ ଯାହା ଉପରର ଭାର ସମ୍ଭାଳିବା ପାଇଁ ଲଗା ଯାଇଥାଏ
Example :
ତାକୁ ଘୋଡ଼ିଆରେ ଚୋଟ ଲାଗିଯାଇଛି
Synonyms : ଘୋଡ଼ିଆ
Translation in other languages :
Meaning : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ
Example :
ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ
Synonyms : ଟ୍ରିଗର
Translation in other languages :
Meaning : ଅଣ୍ଡିରା ଘୋଡ଼ା
Example :
ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
Synonyms : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ
Translation in other languages :
The male of species Equus caballus.
male horse