Meaning : ଚାରିଦିଗରୁ ଅଟକାଇବା ବା ଘେର ମଧ୍ୟରେ ରଖିବା
Example :
ଶ୍ୟାମ ନିଜ ବଗିଚାକୁ କଣ୍ଟା ତାରରେ ଘେରୁଛି ଆମର ସୈନିକମାନେ କିଛି ଶତ୍ରୁ ସୈନିକଙ୍କୁ ଘେରିଛନ୍ତି
Translation in other languages :
चारों ओर से रोकना या घेरे में लाना।
श्याम अपने बगीचे को कँटीले तारों से घेर रहा है।Meaning : ଚାରିଆଡ଼ୁ ରୋକିବା ବା ଘେରାଉକରିବା
Example :
ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି
Synonyms : ଅବରୋଧ କରିବା, ଘେରାଇବା, ଘେରାଉ କରିବା
Translation in other languages :