Meaning : ଶତ୍ରୁ,ଅପରାଧୀ ଆଦିଙ୍କୁ ଘେରିବା ବା ଧରିବାପାଇଁ କୌଣସି ସ୍ଥାନର ଯିବାଆସିବା ବାଟକୁ ବନ୍ଦକରିବା ପ୍ରକ୍ରିୟା
Example :
ଭାରତ ଓ ପାକିସ୍ଥାନର ସୀମାନ୍ତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଅବରୋଧ କରାଯାଇଛି
Translation in other languages :
Prevents access or progress.
blockadeMeaning : କାହାରିକୁ ଚାରିପଟରୁ ଘେରିନେବା କ୍ରିୟା
Example :
ଶତ୍ରୁସେନା ଦୁର୍ଗକୁ ଘେରାବନ୍ଦୀ କରିଦେଲେ
Translation in other languages :
The action of an armed force that surrounds a fortified place and isolates it while continuing to attack.
beleaguering, besieging, military blockade, siege