Meaning : ଚାରିଆଡ଼ୁ ରୋକିବା ବା ଘେରାଉକରିବା
Example :
ଗ୍ରାମବାସୀଙ୍କଦ୍ୱାରା ଜଣେ ଚୋରକୁ ଘେରାଉ କରାଗଲା କଣ୍ଟାଳିଆ ତାରରେ ବଗିଚାକୁ ଘେରାଯାଉଛି
Synonyms : ଅବରୋଧ କରିବା, ଘେରାଉ କରିବା, ଘେରିବା
Translation in other languages :
Meaning : ଘେରିବାପାଇଁ ପ୍ରବୃତ୍ତ କରିବା ବା ଘେରିବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ଶ୍ୟାମ କଞ୍ଚା କାନ୍ଥଦ୍ୱାରା ବଗିଚା ଘେରାଉଛି
Synonyms : ଅବରୋଧ କରାଇବା, ବେଢାଇବା, ବେଷ୍ଟନ କରାଇବା
Translation in other languages :
घेरने में प्रवृत्त करना या घेरने का काम किसी और से कराना।
श्याम कच्ची दीवार से बाग घेरवा रहा है।